ସବୁ ରାଜ୍ୟଙ୍କୁ ଏନ୍‌ଏଚ୍‌ଆରସିର ନିର୍ଦ୍ଦେଶ : ମାନସିକ ସ୍ୱାସ୍ଥ୍ୟ ଅଧିକାର ଆକ୍ସନ ରିପୋର୍ଟ ଦିଅ

ନୂଆଦିଲ୍ଲୀ : ମାନସିକ ସ୍ବାସ୍ଥ୍ୟ ଅଧିକାର ସମ୍ପର୍କିତ ଆକ୍ସନ ରିପୋର୍ଟ ଦାଖଲ କରିବା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ଆଇନଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନର ଶୁଣାଣି କରି ଏନଏଚଆରସି ନିର୍ଦ୍ଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ବାରା ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କୌଣସି ଆବଶ୍ୟକୀୟ ପଦକ୍ଷେପ ନନେବା ତଥା … Continue reading ସବୁ ରାଜ୍ୟଙ୍କୁ ଏନ୍‌ଏଚ୍‌ଆରସିର ନିର୍ଦ୍ଦେଶ : ମାନସିକ ସ୍ୱାସ୍ଥ୍ୟ ଅଧିକାର ଆକ୍ସନ ରିପୋର୍ଟ ଦିଅ